Jump to content

ରିଙ୍ଗଣ

ଉଇକିଅଭିଧାନ‌ରୁ

ରିଙ୍ଗଣ

ଉଚ୍ଚାରଣ

[ସମ୍ପାଦନା]

(ରିଙ୍ଗତ—ବିଣ୍)

ସଂସ୍କୃତ - ବିଶେଷ୍ୟ - (ରିଙ୍ଗ ଧାତୁ=ଗମନ କରିବା+ଭାବ. ଅନ)

[ସମ୍ପାଦନା]
୧. ଗୁରୁଣ୍ଡିବା; ଆଣ୍ଠୁ ଓ ହାତଦ୍ୱାରା ଗତିକରିବା —୧. To crawl, to creep.
୨. ସ୍ଖଳନ —୨. Slipping.
୩. ସମ୍ମାନରୁ ପତନ — ୩. Falling down from honour.
୪. ବିଚଳିତ ହେବା —୪. Desplacement.