Jump to content

ରିଙ୍ଗ୍

ଉଇକିଅଭିଧାନ‌ରୁ

ରିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

କଳ ବନସିରେ ଲଗାହୋଇଥିବା ପିତଳ ତାରକ ଛୋଟ ଛୋଟ ମୁଦିଆ —Ring like contrivance attached to an augling rod.

[ଦ୍ରଷ୍ଟବ୍ୟ —ଏହା ଭିତର ଦେଇ କଳ ଦେହରୁ ଡ଼ୋର ବୋହଲି ଯାଏ]

୨. ମୁଦିଆ —୨. Ring.