Jump to content

ରିଝବା

ଉଇକିଅଭିଧାନ‌ରୁ

ରିଝବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. (ତୁଳ. ବିଶେଷ୍ୟ - ରିଝନା)ଆକୃଷ୍ଟ ହେବା; ରସିକା —୧. To dote upon; to be attached to.
୨. ସନ୍ତୁଷ୍ଟ ହେବା —୨. To be pleased with (a person).