ରିଝେଇବା
ଦେଖଣା
ରିଝେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ରଞ୍ଜ୍. ଧାତୁ)
[ସମ୍ପାଦନା]- ୧. (ମନକୁ) ରଞ୍ଜାଉଇବା; ତୋଷିବା; ତୁଷ୍ଟ କରିବା —୧. To please; to statisfy.
[ଉ—
ସେବାଫଳ ରିଝାଇ ବୁଝିବ ତାଙ୍କଠାର ପ୍ରାଚୀ. ଶିବ ସୁରୋଦୟ]
- ୨. ଅବୁଝା ବ୍ୟକ୍ତିର ମନକୁ ବୁଝାଇ ଶାନ୍ତ କରିବା —୨. To clam a nagging person
[ଉ—ନ ପାରୁଛି ତୁମ୍ଭର ମାନସ ରିଝାଇ କୃଷ୍ଣସିଂହ. ମହାଭାରତ .ସଭା]
- ୩. ବୁଝାଇବା —୩. To make one understand.
[ଉ—ମୁଁ ଯେବେ ଅର୍ଜୁନଙ୍କୁ କହିବି ରିଝାଇ, ସେ ଛାଡ଼ିଦେବେ ଯୁଦ୍ଧ ଜାଣେ ନରସାଇଁ କୃଷ୍ଣ ସିଂହ.ମହାଭାରତ. କର୍ଣ୍ଣ]
- ୪. ମଙ୍ଗାଇବା — ୪. To pursuade; to make one agree.