ରିଡର୍
ଦେଖଣା
ରିଡର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - (ଇଂରାଜୀ - ରୀଡାର୍) ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାଥମିକ ବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ପାଠ —A reader (text book on literature in primary schools.)
[ଦ୍ରଷ୍ଟବ୍ୟ —ଅନ୍ୟ ଇଂରାଜୀ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏ ଶବ୍ଦଟି ବ୍ୟବହୃତ ହୁଏ ଯଥା—ରୟାଲ୍ ରିଡର୍ — Royal Reader, ମଡେଲ୍ ରିଡ଼ର୍ —Model Reader, ମିଡ଼୍ଲ୍ ରିଡର୍ —Middle Reader. ଜୁଭେନାଇଲ୍ ରିଡର୍ —Juvenile Reader; ପ୍ରାଇମେରୀ ରିଡ଼ର୍ —Primary Reader.]
- ୨. ଯେଉଁ କର୍ମଚାରୀ ଉଚ୍ଚ କର୍ଚାରୀଙ୍କ ନିକଟରେ ରିପୋଟ୍ ଆଦି ପାଠ କରନ୍ତି —୨. A reader (whose duty is to read reports to a high offical, e.g. Police Superintendent.)
- ୩. କଲେଜରେ ପ୍ରୋଫେସର୍ଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ ବଡ଼ଚାଟ୍ — ୩. Reader to a professor in a college.