Jump to content

ରିଣ କରିବା

ଉଇକିଅଭିଧାନ‌ରୁ

ରିଣ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ)

[ସମ୍ପାଦନା]

ଋଣ କରିବା —To borrow.

(ଉ—ଏଇଟି ବୋଇଲା କିସ କରିବା? ଏଇଟି ବୋଇଲା କାହୁଁ ଆଣିବା? ଏଇଟି ବୋଇଲା କାହୁଁ ସୁଝିବା? ଏଇଟି ବୋଲିବା ରିଣ କରିବା? ବୁଢ଼ା ମିଆଁ ଥାଇଁ ବୋଇଲା, ଖାଇବା, ପିଇବା, ପଳେଇବା— ଆଙ୍ଗୁଠିମାନଙ୍କ ସମ୍ୱନ୍ଧେ ଶିଶୁଗୀତ)