Jump to content

ରିତୁ

ଉଇକିଅଭିଧାନ‌ରୁ

ରିତୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ) (ସଂସ୍କୃତ - ଋତୁ;ପ୍ରା ରିତୁ)

[ସମ୍ପାଦନା]
୧. ଋତୁ —୧. Season of the year;
୨. ସ୍ତ୍ରୀଙ୍କ ଋତୁସ୍ରାବ —୨. Menstruation.
୩. ସ୍ତ୍ରୀଙ୍କ ଋତୁକାଳ —୩. Period of the Menses.