Jump to content

ରିପଟର୍

ଉଇକିଅଭିଧାନ‌ରୁ

ରିପଟର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ରିପିଟ(ଟା)ର୍ ବାଚ୍—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରିପୀଟର)

[ସମ୍ପାଦନା]

ଏକ ପ୍ରକାର ପକେଟ୍ ଘଡ଼ି ବା ବାଚ୍ —A repeater; a repeating watch.

[ଦ୍ରଷ୍ଟବ୍ୟ —ଏ ବାଚରେ ଘଣ୍ଟି ବାଜିବାର କଳ ଥାଏ ଏ ଘଡ଼ିର ବିଶେଷତ୍ୱ ଏହି କି ଯେତେବେଳେ ଇଛା ସେତେବେଳେ ଏଥିର ଷ୍ପ୍ରିଙ୍ଗ୍କୁ ଟିପି ଦେଲେ ସେତେବେଳେ କେତୋଟା ବାଜାଛି, ତାହା ପୁଣି ଘଣ୍ଟିରେ ବାଜିଯାଏ]