Jump to content

ରିପନ୍

ଉଇକିଅଭିଧାନ‌ରୁ

ରିପନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ନାମ) (ଇଂରାଜୀ - Lord Ripon, Marquis Ripon)—

ଭାରତର ସୁପ୍ରସିଦ୍ଧ ଗଭର୍ଣ୍ଣର ଜେନେରାଲ୍

(ଖ୍ରୀ ୧୮୮—୧୮୮: ; ଜନ୍ମ ୧୮୨୭: ,ମୃତ୍ୟୁ୧୯୯: )

[ଦ୍ରଷ୍ଟବ୍ୟ —ଏ କିଛିକାଳ ଭାରତର ଷ୍ଟେଟ୍ ସେକ୍ରେଟରୀ ହୋଇ ଥିଲେ; ଆଫଗାନ୍ ଯୁଦ୍ଧରେ ଜୟଲାଭ କରିଥିଲେ; ଆଇନ୍ଦ୍ୱାରା ଭାରତର ଦେଶୀୟ ସଂବାଦପତ୍ରମାନଙ୍କୁ ସ୍ୱାଧୀନତା ଦାନ ଓ ଭାରତୀୟମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷମତା ଦେଇଥିଲେ ଏବଂ ଭାରତରେ ଶିକ୍ଷା ବିସ୍ତାର ସମ୍ୱନ୍ଧରେ ବିଶେଷ ଚେଷ୍ଟା କରିଥିଲେ]