Jump to content

ରିପୁ

ଉଇକିଅଭିଧାନ‌ରୁ

ରିପୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରପ୍ ଧାତୁ କହିବା+କର୍ତ୍ତୃ.ଉ. ନିପାତନ; ଯେ ଅପକୀର୍ତ୍ତି କହି ବୁଲେ)

[ସମ୍ପାଦନା]
୧. ଶତ୍ର; ବିପକ୍ଷ —୧. Enemy.
୨. ଆପଣା ଶରୀରସ୍ଥ ଛଅ ଗୋଟି ଦୁର୍ଗଣ (ଯଥା—କାମ, କ୍ରୋଧ, ଲୋଭ, ମୋହ, ମଦ, ମତ୍ସାର୍ଯ୍ୟ) —୨. The low passions in man e. g lust, anger avarice, delusion, pride and malice.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ରିଫୁ ଇତ୍ୟାଦି (ଦେଖ) - —Riphu (See)