Jump to content

ରିପୁଜୟ

ଉଇକିଅଭିଧାନ‌ରୁ

ରିପୁଜୟ

ଉଚ୍ଚାରଣ

[ସମ୍ପାଦନା]

(ରିପୁ ଦମନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍)

[ସମ୍ପାଦନା]
୧. ଶତ୍ରୁକୁ ପରାଜୟ କରିବା — ୧. The defeatingh of one's enemy.
୨. କାମକ୍ରୋଧାଦିକୁ ବଶ କରିବା — ୨. The controlling of one's passions.