ରିପୁ ପରତନ୍ତ୍ର
ଦେଖଣା
ରିପୁ ପରତନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ରିପୁ ବଶ. ରିପୁବଶବର୍ତ୍ତୀ, ରିପୁବଶୀଭୁତ, ରିପୁପରବଶ'
ରିପୁପରତନ୍ତ୍ରତା, ରିପୁବଶତା, ରିପୁବଶବର୍ତ୍ତିତାବିଶେଷ୍ୟ -
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଶତ୍ରୁର ଅଧୀନ — ୧. Subjected to the enemy.
- ୨. କାମକ୍ରୋଧାଦିର ବଶୀଭୁତ — ୨. Subjected to the passions; impassionate.
- ୩. ଅଜିତେନ୍ଦ୍ରିୟ —୩. Not having the passions; under control.