Jump to content

ରିପୋଟ୍ଦାର୍

ଉଇକିଅଭିଧାନ‌ରୁ

ରିପୋଟ୍ଦାର୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ବୈଦେଶିକ - ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

(ଓଡ଼ିଶାର ସାବକ ବନ୍ଦୋବସ୍ତ ସମୟରୁ ପ୍ରଚଳିତ ଶବ୍ଦ; ଇଂ ରିପୋର୍ଟ+ଫାରାସୀ - ପ୍ରତ୍ୟୟ ଦାର୍)—ପୁରୀଜିଲ୍ଲା ରାହାଙ୍ଗ ଶାସନର ଟଙ୍କି ଖଜଣା ମାନ ସମସ୍ତ ଟଙ୍କିଦାରଙ୍କଠାରୁ ଆଦାୟ କରି ଗ୍ରାମ ଯେଉଁର ମୁଖ୍ୟ ବ୍ୟକ୍ତି ଜମିଦାରଙ୍କ ନିକଟରେ ସମସ୍ତ ଟଙ୍କିଦାରଙ୍କ ପକ୍ଷରୁ ଦାଖର କରୁଥିଲେ — Representatives of the village copmmu nity who used to deposit the quitrent of Seasan villages of the Puri destrict to the superior landlord.

[ଦ୍ରଷ୍ଟବ୍ୟ —ପୂର୍ବେ ଗୋତ୍ରିଏ ଟଙ୍କି ବାହେଲ ମଉଜାର ସମସ୍ତ ଜମିର ଟଙ୍କି ଖଜଣା ପାଇଁ ଶାସର ସମସ୍ତ ଟଙ୍କି ଦାରଙ୍କଠାରୁ ନ ନେଇ କେବଳ ଦାନାଧ୍ୟକ୍ଷଙ୍କ ବଂଶଧରଙ୍କଠାରୁ ଇଂରାଜ ଗଭର୍ଣ୍ଣମେଣ୍ଟ କବୁଲିୟତ୍ ଲେଖାଇ ନେଉଥିଲେ]