ରିପ୍ଳାଇ ପେଡ଼୍ ଟେଲିଗ୍ରାମ
ଦେଖଣା
ରିପ୍ଳାଇ ପେଡ଼୍ ଟେଲିଗ୍ରାମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରିପ୍ଳାଇ ପେଡ଼୍ ଟେଲିଗ୍ରାମ
|
ରିପ୍ଲାଇ ପେଡ଼୍ ତର, ରିପ୍ଲାଇ ତାର, ରିପ୍ଲାଇ ଟେଲିଗ୍ରାମ୍ଅନ୍ୟରୂପ
ବୈଦେଶିକ - ବି—(ଇଂରାଜୀ - ରିପ୍ଲାଇ ପେଡ଼୍ ଟେଲିଗ୍ରାମ)
[ସମ୍ପାଦନା]ଟେଲିଗ୍ରାମ ବା ତାର୍ ଖବର ପଠାଇବା ବ୍ୟକ୍ତି ଯେଉଁ ଟେଲିଗ୍ରାମ ସଙ୍ଗେ ଫେରନ୍ତା ଉତ୍ତର ପାଇଁ ଆଗରୁ ଖରଚା ତାରଅଫିସ୍ରେ ଜମା ଦେଇ ଥଆଆନ୍ତି — Replypaid telegram.