Jump to content

ରିଭଲିଉସନ୍

ଉଇକିଅଭିଧାନ‌ରୁ

ରିଭଲିଉସନ୍

ଉଚ୍ଚାରଣ

[ସମ୍ପାଦନା]

(ରିଭଲ୍ୟୁସନ୍—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଦେଶବ୍ୟାପୀ ରାଜ ବିଦ୍ରୋହ; ମେଳି —Revolution; revolt.
୨. ହଠାତ୍ ଗୁରୁତର ପରିବର୍ତ୍ତନ — ୨. Sudden change.
୩. ଘୁରିବା —୩. Revolution; revolving.
୪. ଘୁରିବାର ଥର —୪. Revloution; one revolv.