Jump to content

ରିଭିଜନ

ଉଇକିଅଭିଧାନ‌ରୁ

ରିଭିଜନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - [ଇଂରାଜୀ - ରିଭିଜନ୍]

[ସମ୍ପାଦନା]
୧. କୌଣସି ଲିଖିତ ବା ପଠିତ ବିଷୟର ସଂଶୋଧନାର୍ଥ ପୁନର୍ବାର ଆଲୋଚନା ବା ଆବୃତ୍ତ —୧. Revision
୨. କୌଣସି ଚିଠା ବା ପାଣ୍ଡୁଲିପିକୁ ତନ୍ନ ତନ୍ନ କରି ପରୀକ୍ଷାକରି ସେଥିରେ ଛଡ଼ା ହୋଇଥିବା ବିଷୟର ପୂରଣ ବା ତ୍ୟାକ୍ୟ ବିଷୟକୁ ବାଦ୍ ଦେବା କର୍ମ — ୨. Rivision of a draft or manuscript.