Jump to content

ରିମା

ଉଇକିଅଭିଧାନ‌ରୁ

ରିମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ, ସଂସ୍କୃତ - ରେବା)

[ସମ୍ପାଦନା]
୧. ମଧ୍ୟଭାରତର ଗୋଟିଏ କରଦ ରାଜ୍ୟ; ରେବା —୧. Name of a tributary State in the Central India; Rewa.

[ଦ୍ରଷ୍ଟବ୍ୟ —ଏହା ମଧ୍ୟ ଭାରତର ବନ୍ଦେଲଖଣ୍ଡର ଗୋଟିଏ ରାଜ୍ୟ ଏ ରାଜ୍ୟରେ ରେବା ନଦୀ ବହୁଅଛି ରିମା ରାଜା ପୁରୁଷୋତ୍ତମକୁ ତୀର୍ଥ ଯାତ୍ରା କରି ଆସି ବାଟରେ ଓ ପୁରୀରେ ବହୁ ଧନ ଓ ହାତୀ ଘୋଡ଼ା ବିତରଣ କରିଥିବାରୁ ତାଙ୍କ ନାମରେ ଗୀତ ଅଦ୍ୟାବଧି ଭିକ୍ଷୁକମାନଙ୍କ ମହରୁ ଶୁଣାଯାଏ ଯଥା— ରିମା ରାଜା ଆସିଥିଲା ପୁରସ୍ତମକୁ କେତେ ହାତୀ ଘୋଡ଼ା ଦେଇଗଲା ବାଟଘାଟକୁ—ଇତ୍ୟାଦି ଏ ରାଜ୍ୟର କ୍ଷେତ୍ରଫଳ ୧୩: ହଜାର ବର୍ଗମାଇଲ୍ ଓ ବାର୍ଷିକ ରାଜସ୍ୱ ଆୟ ୬ ଲକ୍ଷ ଟଙ୍କା ଲୋକସଂଖ୍ୟା ପ୍ରାୟ ୧୬: ଲକ୍ଷ]

୨. କ୍ରୋଧ; ରୋଷାବେଶ —୨. Rage; anger.