Jump to content

ରିରଂସା

ଉଇକିଅଭିଧାନ‌ରୁ

ରିରଂସା

ଉଚ୍ଚାରଣ

[ସମ୍ପାଦନା]

[ରିରଂସୁ—ବିଣ]

ସଂସ୍କୃତ - ବି—[ରମ୍ ଧାତୁ+ଇଛା ଅର୍ଥେ ସନ୍. ଭାବ ଅ+ ଆ]

[ସମ୍ପାଦନା]
୧. ରମଣେଛା; କାମପ୍ରବୃତ୍ତି ଚରିତାର୍ଥ କରିବାର ଇଛା —୧. Amorous desire; lust.
୨. କ୍ରୀଡ଼ା କରିବାର ଇଛା —୨. Desire for sport.