Jump to content

ରିଷ

ଉଇକିଅଭିଧାନ‌ରୁ

ରିଷ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଈର୍ଷା; ପ୍ରା. ଈସା; ସଂସ୍କୃତ - ରୋଷ)

[ସମ୍ପାଦନା]
୧. କ୍ରୋଧ; ରାଗ; ରୋଷ —୧. Rage; anger; wrath.
୨. ହିଂସା; ଦ୍ୱେଷ; ଈର୍ଷା —୨. Envy; malice.

[ଉ— ତୁମ୍ଭ ହୃଦୟରେ ତ ରିଷା କରି ବାସି , ଦେଇଛି ଧର୍ମବୁଦ୍ଧିଯାକ କରି ନାଶ କୃଷ୍ଣସିଂହ . ମହାଭାରତ]