Jump to content

ରିଷଭ

ଉଇକିଅଭିଧାନ‌ରୁ

ରିଷଭ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରିଷଭ)

[ସମ୍ପାଦନା]

ସୌର ଜ୍ୟୈଷ୍ଠମାସ —The solar month of ly&aline;i̱shṭha.

[ଉ— ରିଷଭ ସମ୍ପୂର୍ଣ୍ଣ ସଖି ଆଷାଢ଼ର ଅନ୍ତେ ଶ୍ରାବଣ ପ୍ରବେଶ ଗୋ ଜଳଦ ଋତୁ ହୋନ୍ତେ ପ୍ରାଚୀ ରହସ୍ୟମଞ୍ଜରୀ]