ରିଷାଲି କରିବା
ଦେଖଣା
ରିଷାଲି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରିଷାଲି କରିବା
|
ଦେଶଜ - କ୍ରି— (କଚରିଆ)
[ସମ୍ପାଦନା]- ୧. ଧନାଦି ସ୍ଥାନାନ୍ତରକୁ ପ୍ରେରଣ କରିବା —୧. To send or remit money etc to another place.
- ୨. ମଫସଲରୁ ଆଦାୟ ହେବା ଟଙ୍କା ସହରକୁ ପଠାଇବା —୨. To remit rent realised from mofassal to the head quarters.