ରିଷାଲ୍ ଦାର
ଦେଖଣା
ରିଷାଲ୍ ଦାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]ଭାରତୀୟ ଘୋ଼ଡ଼ାସବାର ସୈନ୍ୟ— ପୁଞ୍ଜଙ୍କ ଅଧକ୍ଷ —Risaldār a captain of a contingent of Indian cavalry troop.
[ଦ୍ରଷ୍ଟବ୍ୟ —ଏମାନଙ୍କୁ ପଦବୀ ଅନୁସାରେ ରିସାଲ୍ଦାର୍ କାପ୍ତାନ୍ (Rishāldār Captain) ଓ ରିସାଲ୍ଦାର୍ ମେଜର୍ (Rishāldār Major) ଆଦି ବୋଲାଯାଏ]