Jump to content

ରିଷ୍ଟି

ଉଇକିଅଭିଧାନ‌ରୁ

ରିଷ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରିଷ୍ ଧାତୁ+କରଣ. ତି)

[ସମ୍ପାଦନା]
୧. ଦୁର୍ଭାଗ୍ୟ; ରିଷ୍ଟ, ଅଶୁଭ; ଅମଙ୍ଗଳ —୧. Evil; misfortune.

(ଉ— ଅଦିତି ଗୃହେ ପୁଷ୍ପ ବୃଷ୍ଟି , ଯେଣେ ଖଣ୍ଡିବ ଜନ୍ମ ରିଷ୍ଟ) ଜଗନ୍ନାଥ ଭାଗବତ)

୨. ଖଡ଼୍ଡ଼ —୨. Sword.
୩. ଶୁଭ —୩. Bliss; fortune; good luck.