ରିଷ୍ଟ ବାଚ୍
(ରିଷ୍ଟ ଉଆର୍—ଅନ୍ୟରୂପ)
ହାତଗଣ୍ଠିରେ ବନ୍ଧାଯିବା ଫିତା ବା ଚେନ୍ ଲଗା ଏକ ପ୍ରକାର ଛୋଟ ଘଡ଼ି — Wrist watch.