ରିହାଇତ୍ ପାଇବା
[ରିହାଇ ମିଳିବା, ରିହାଇତ୍ (ତି) ମିଳିବା—ବିଶେଷ୍ୟ ରୂପ]
(ରିହାଇ ପାଇବା—ଅନ୍ୟରୂପ)
ଦୋଷରୁ ବା ଦଣ୍ଡର ନିଷ୍କୁତି ଲାଭ କରିବା —To be exemplet from punishment.