Jump to content

ରୀତିସଙ୍ଗତ

ଉଇକିଅଭିଧାନ‌ରୁ

ରୀତିସଙ୍ଗତ

ଉଚ୍ଚାରଣ

[ସମ୍ପାଦନା]

ରୀତି ସମ୍ମତ, ରୀତ୍ୟାନମନ, ରୀତ୍ୟନୁମୋଦିତ—ଅନ୍ୟରୂପ

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଆଚାର ସଙ୍ଗତ; ରୀତି ଅନୁସାରେ କରାଯାଉଥିବା ୧. Conformatory of the custom; customary.
୨. ଯାହା ଭାଷାରେ ପ୍ରାକୃତୀ ରୀତି ଅନୁସାରେ କଥିତ ବା ଲିଖିତ —୨. Idiomatic.