ରୀତି ଆଚରିବା
ଦେଖଣା
ରୀତି ଆଚରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୀତି ଆଚରିବା
|
ଦେଶଜ - (ପଦ୍ୟ) କ୍ରି.
[ସମ୍ପାଦନା]କୌଣସି ରୀତିକୁ କାର୍ଯ୍ୟରେ ପରିଣତ କରିବା —To follow a particular line of conduct.
[ଯଥା—ସେ ମୋ ସଙ୍ଗେ ଠକ ରୀତି ଆଚରୁଛି]
ରୀତି ଆଚରିବା
|
କୌଣସି ରୀତିକୁ କାର୍ଯ୍ୟରେ ପରିଣତ କରିବା —To follow a particular line of conduct.
[ଯଥା—ସେ ମୋ ସଙ୍ଗେ ଠକ ରୀତି ଆଚରୁଛି]