Jump to content

ରୁଆଳୀ

ଉଇକିଅଭିଧାନ‌ରୁ

ରୁଆଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ରୁଆଯୁକ୍ତ —୧. Set with or consisting of thing globules or granules; granular.

(ଯଥା— ରୁଆଳି ଗୁଣା)

୨. କ୍ଷୁଦ୍ର ଓ ଗୋଲାକାର —୨. Tiny and globular; granular.
୩. ଅଂଶୁମୟ —୩. Fibrous.

ବିଶେଷ୍ୟ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]
୧. ଯେଉଁ ଲୋକମାନେ
ବିଲରେ ଧାନ ରୁଅନ୍ତି —୧. Those workmen or labourers who transplant paddy or other seedlings .
୨. (ବଣିଆଙ୍କ ଶବ୍ଦ)— କିଟିକିଟାରେ ବାଡିଆ ହେବାଦ୍ୱାରା ରୁଆ ରୁଆ ହୋଇଥିବା ତାର —୨. A wire dented in to a line of globules or granules with the help of a kiṭikiṭā (a grooved metal mould).