ରୁଆ ଉଠିବା
ଦେଖଣା
ରୁଆ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁଆ ଉଠିବା
|
ଦେଶଜ - ବିଶେଷ୍ୟ - ଓ.କ୍ରିୟାପଦ -
[ସମ୍ପାଦନା]- ୧. କଅଁଳୁଥିବା ଘାଆ ଆଦିରେ ମୁନିଆ ମୁନିଆ ହୋଇ ନୂତନ ମାଂସ ଗୁଟିକାମାନ ବାହାରିବା —୧. Formation of tiny and globular grains of growing tissues of flesh on a healing sore or wound; to granulate.
- ୨. ଅଂଶୁଯୁକ୍ତ ହେବା —୨. To become fibrous (like A brush).