ରୁଆ ବସା ଗୁଣା
ଦେଖଣା
ରୁଆ ବସା ଗୁଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁଆ ବସା ଗୁଣା
|
ଦେଶଜ - ବି
[ସମ୍ପାଦନା]ଯେଉଁ ଗୁଣା ବା ନାକପୁଡ଼ାରେ ପିନ୍ଧିଯିବା ଅଳଙ୍କାରରେ ସୁନାର ଟିକିଟିକି ବିନ୍ଦୁମାନ ଖଚିତ ହୋଇଥାଏ —A kind of nose flower set with small granules of gold.