Jump to content

ରୁଆ ବେଉଡ଼ା

ଉଇକିଅଭିଧାନ‌ରୁ

ରୁଆ ବେଉଡ଼ା

ଉଚ୍ଚାରଣ

[ସମ୍ପାଦନା]

(ରୁଆ ବେଉଷଣ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]

ଧାନ ଫସଲ ଆବାଦ କରିବାର ଦୁଇଟି ପ୍ରକ୍ରିୟା, ରୋଇବା ଓ ବେଉଡ଼ିବା —Transplanting and puddling.

[ଦ୍ରଷ୍ଟବ୍ୟ —ବୁଆ ଧାନକୁ ବେଉଡ଼ା ଯାଏ, ଅର୍ଥାତ୍ ବୁଆ ଧାନ— ଗଛ ଉଠିଥିବା କିଆରିକୁ ହଳଦ୍ୱାରା ବେଉଡ଼ିବାକୁ ହୁଏ; କିନ୍ତୁ ରୁଆ ଧାନକୁ ବେଉଡ଼ିବାକୁ ହୁଏ ନାହିଁ ଧାନ ଗଛ ଉଠି ନ ଥିବା କିଆରିରେ ପାଣି ଭର୍ତ୍ତିକରି ହଳ ବୁଲାଇ ମଇ ଆଦି ଦେଇ ସମତୁଳ କରି ସେ କିଆରିରେ ଧାନତଳିକୁ ରୋଇବାକୁ ବା ପୋତିବାକୁ ହୁଏ]