ରୁଆ ରୁଆ
ଦେଖଣା
ରୁଆ ରୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁଆ ରୁଆ
|
ଦେଶଜ - କ୍ରିୟାପଦ - . ବିଶେଷଣ -
[ସମ୍ପାଦନା]କ୍ଷୁଦ୍ର କ୍ଷୁଦ୍ର ରୁଆମାନେ ଉଠିବା ପ୍ରକାରେ —Forming in to small growing tissues or particles or fibres.
[ଉ—ତା ଦିହଯାକ କାଛୁ ରୁଆ ରୁଆ ଫଳି ଗଲାଣି]
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ଷୁଦ୍ର କ୍ଷୁଦ୍ର ଅଂଶୁଯୁକ୍ତ — —Fibrous; granulated