Jump to content

ରୁଇ ଦାତ୍

ଉଇକିଅଭିଧାନ‌ରୁ

ରୁଇ ଦାତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚରିଆ) (ଫାରାସୀ - ରୁଏଦାଦ୍= ସମାଚାର, ବୃତ୍ତାନ୍ତ, ଅବସ୍ଥା, ବିବରଣ, କୈପିୟତ୍, ବ୍ୟବସ୍ଥା, ଅଦାଲତଙ୍କ କାର୍ଯ୍ୟକ୍ରମ)

[ସମ୍ପାଦନା]

କୌଣସି ବିଷୟ ବା ମକଦ୍ଦମା ସମ୍ୱନ୍ଧରେ ବିବରଣଯୁକ୍ତ ଅଦାଲତଙ୍କ ଲିପି; ଯୁକ୍ତି ସମ୍ୱଳିତ ମକଦ୍ଦମାର ରାୟ — Written proceeding of a court containing the particulars or statements about a case.

[ଦ୍ରଷ୍ଟବ୍ୟ — ଏ ଶବ୍ଦ ମୁସଲମାନ୍ ରାଜତ୍ୱ ସମୟରେ ଓ ନୂଆ ଇଁରେଜୀ ଅମଳରେ ଓଡ଼ିଶାରେ ବଚେରିରେ ବ୍ୟବହୃତ ହେଉଥିଲା]