ରୁଏ
=== ଦେଶଜ - ବିଶେଷ୍ୟ - [ମାଳା ଜପିବାର]
ଏକ ରୁଅ ବା ଥର — Once; one round of (telling of beads).
[ଉ—କେ ଅବା ରୂଏ ଜପିବ ବିଷୟା ଡ଼ିତ— ଶ୍ରୀ ଗୁରୁଭକ୍ତି ଗୀତା]