Jump to content

ରୁକୁଣା ହାତ ପଚା

ଉଇକିଅଭିଧାନ‌ରୁ

ରୁକୁଣା ହାତ ପଚା

ଉଚ୍ଚାରଣ

[ସମ୍ପାଦନା]

[ସଂସ୍କୃତ -ପାଷାଣଭେଦ, ପାଷାଣ] ଭେଦକ, ପାଷାଣଭେଦୀ, ଅଶୁଘ୍ନ ଗିରିଭିତ, ଭିନ୍ନଯୋଜନୀ ଅଶୁଭେଦ, ଅଶୁଭିତ୍, ଶ୍ୱେତା, ଶିଳାଭେଦକ, ଉପଳଭିତ୍, ଶିଳା, ଗର୍ଭଜ, ନଗଭିତ୍ ଫାରାସୀ - ଗୋସଦ୍ ଆରବୀ - ଜିନ୍ତିଆନା ତେଲୁଗୁ - ତେନନୁରୁ ପିଣ୍ଡି; ପିଣ୍ଡିଚେଟ୍ଟୁ ଗୁ. ପାଖାନ ଭେଦ, ପାଥରଚୁର] ମ. ପାଷାଣଭେଦ

ଅନୁବାଦ

[ସମ୍ପାଦନା]

ଦେଶଜ - ବି—[ସଂସ୍କୃତ - ପାଷାଣଭେଦୀ]

[ସମ୍ପାଦନା]

ତୁଳସ୍ୟାଦି ବର୍ଗର ଶାକ ବିଶେଷ —Plectranths Aromaticus; Coleus Scuellarioides; Coleus Aromaticus or Ambonicus. (Haines) Irissp;

[ଦ୍ରଷ୍ଟବ୍ୟ — ଏହାର ପତ୍ର ସୁଗନ୍ଧ, ପୁଷ୍ଠ ଲୋମଶ, ମୋଟା ଓ ମାଂସାଳ ପତ୍ରକୁ ଭାଙ୍ଗି ଦେଲେ ମଚ ମଚ ହୋଇ ଭାଙ୍ଗିଯାଏ; ଅଜୀର୍ଣ୍ଣ ରୋଗରେ ଏ ପତ୍ରକୁ ବାଟି ଖାଆନ୍ତି ଏହାର ପୁଂଲ ଛୋଟ ଛୋଟ ଓ ଈଷତ୍ ନୀଳ ଗୋଡ଼ିଆ ଯାଗାରେ ସାଧାରଣତଃ ଏ ଗଛ ଜନ୍ମେ ବୈଦ୍ୟଶାସ୍ତ୍ର ମତେ ଏହା ଶୀତବୀର୍ଯ୍ୟ ବସ୍ତିଶୋଧକ ଭେଦକ; ଏହା ତ୍ରିଦୋଷ, ଅର୍ଶଃ, ଗୁଳ୍ମ, ମୂତ୍ରକୃଚ୍ଛ୍ର, ଅଶୁରୀ, ହୃଦ୍ରୋଗ, ଯୋନି ରୋଗ, ପ୍ରମେହ, ପ୍ଲୀହା, ଶୂଳ ଓ ବ୍ରଣରୋଗ— ନାଶକ]