Jump to content

ରୁକୁଣୀ ରଥ

ଉଇକିଅଭିଧାନ‌ରୁ

ରୁକୁଣୀ ରଥ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଶୋକାଷ୍ଟମୀ ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ଯେଉଁ ରଥରେ ବସାଇ ରାମେଶ୍ୱର ମନ୍ଦିରକୁ ନିଆଯାଏ — Name of the car moved on the Asokāshṭamī day from the main temple to the Rāmeṡwar a temple ar Bhubaneswar.

[ଦ୍ରଷ୍ଟବ୍ୟ —ପୁରୀର ରଥମାନ ଉତ୍ତରମୁଖା ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ତେଣୁ ବାହୁଡ଼ିବା ସମୟରେ ସେ ରଥ

ମାନଙ୍କୁ ଚଳାଇ ମୁଦ୍ରାକୁ ଦକ୍ଷିଣଦିଗକୁ ବୁଲାଯାଏ କିନ୍ତୁ ଭୁବନେଶ୍ୱରର ରୁକୁଣା ରଥ ରାମେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ସେ ରଥର ମୁହଁ ଫେରା ନ ଯାଇ ବାହୁଡ଼ିଲା ବେଳେ ରଥ ଉପରେ ଥିବା ସାଜସଜ୍ଜା ଆଦିକୁ ଓ ସିଂହସନକୁ ବଢ଼େଇମାନେ ସେହି ରଥର ପଛ ଦିଗକୁ ବୁଲାଇ ସଜ୍ଜିତ କରି ଦିଅନ୍ତି ଏବଂ ବାହୁଡ଼ା ବେଳେ ରଥର ପଛ ଆଡ଼ୁକୁ ଆଗ ଆଡ଼ ରୂପେ ପରିବର୍ତ୍ତିତ କରାଯାଏ ଓ ଆଗ ଆଡ଼କୁ ପଛଆଡ଼ କରାଯାଏ ଏଥିପାଇଁ ଢ଼ଗ ଅଛି— ରୁକୁଣା, ରଥ ଆଉ ନ ଫେରେ]