Jump to content

ରୁକ୍

ଉଇକିଅଭିଧାନ‌ରୁ

ରୁକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [ରୁଚ୍ ଧାତୁ+ଭାବ କ୍ୱିପ୍ = ରୁଚ୍ ଶବ୍ଦ ୧ମା. ୧ବ.]

[ସମ୍ପାଦନା]
୧. ଶୋଭା —୧. Splendour; grace; beauty.
୨. ଦୀପ୍ତି —୨. Brilliance; lustre.
୩. ଇଚ୍ଛା —୩. Desire.
୪. [ରିଜ୍ ଧାତୁ=ପୀଡ଼ିତ ହେବା +ଭାବ. କ୍ୱିପ୍; ରୁଜ୍ ଶବ୍ଦ ୧ମା. ୧ବ]— ପୀଡ଼ା; ରୋଗ —୪. Disease; illiness.
୫. ରୁଜା (ଦେଖ) - ୫. Rujā see
୬. [ରୁଚ୍ ଧାତୁ=ଦୀପ୍ତି ପାଇବା +କର୍ତ୍ତୃ, କ୍ୱିପ୍; ରୁଚ୍ ଶବ୍ଦ ୧ମା. ୧ବ] —ବିଦ୍ୟୁତ୍ — ୬. Lightning.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ଋଗ୍ୱେଦ; ପ୍ରଥମବେଦ —The Rug Beda.