Jump to content

ରୁକ୍ମ

ଉଇକିଅଭିଧାନ‌ରୁ

ରୁକ୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— [ରୁଚ୍ ଧାତୁ+କର୍ତ୍ତୃ.. ମ]

[ସମ୍ପାଦନା]
୧. ସ୍ୱର୍ଣ୍ଣ —୧. Gold.
୨. ଲୌହ —୨. Iron.
୩. ନାଗକେଶର — ୩. A flower; Mesua Ferra.
୪. ଧସ୍ତୂର — ୪. The thorn apple plant.
୫. ପୁଂ. (ନାମ) ରୁକ୍ମଣୀଙ୍କର ଏକ ଭାଇ (ହିନ୍ଦୀ - ଶ) —୫. Name of a brother of Rukmiṇī