ରୁକ୍ମାଙ୍ଗଦ
[ରୁକ୍ମାଙ୍ଗଦା—ସ୍ତ୍ରୀ]
(ପୌରାଣିକ) କଳିଙ୍ଗ ଦେଶର ଜନୈକ ନୃପତି —Name of a mythological King of south India,.
ସୁନାର ବାଜୁ ପିନ୍ଧିଥିବା (ବ୍ୟକ୍ତି) — Wearing a gold armlet.