Jump to content

ରୁକ୍ଷ କେଶ

ଉଇକିଅଭିଧାନ‌ରୁ

ରୁକ୍ଷ କେଶ

ଉଚ୍ଚାରଣ

[ସମ୍ପାଦନା]
[ରୁକ୍ଷକେଶା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଯାହାର କେଶରେ ମାଲପା ଲଗା ହୋଇ ନ ଥାଏ; ଲୁଖୁରାମୁଣ୍ଡା — Not having the hair smeared with oil.

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଲୁଖୁରାବାଳ — Unoiled hair.