ରୁକ୍ଷ ଭାଷୀ
(ରୁକ୍ଷଭାଷିଣୀ—ସ୍ତ୍ରୀ)
(ରୁକ୍ଷଭାଷଣ, ରୁକ୍ଷଭାଷିତା—ବିଶେଷ୍ୟ)
ଯେ କଠୋର ବାକ୍ୟ କହେ — Speaking roughly or rudely.