ରୁଖ
ଦେଖଣା
ରୁଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁଖ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶୂନ୍ୟ; ଖାଲି; ତୁଚ୍ଛା — ୧. Empty.
- ୨. କ୍ଷୀଣ; ରୋଗା; ଦୁର୍ବଳ — ୨. Lean; weak; delicate.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୁକ୍ଷ= କର୍କଶ)
[ସମ୍ପାଦନା]- ୧. ଉହାରେ ବା କରତରେ କଟା ହୋଇଥିବା ଲୁହା ଆଦି ଧାତୁର ଅତି କ୍ଷୁଦ୍ର ଗୁଣ୍ଡ —୧. Power of metals; metal filings.
[ଦ୍ରଷ୍ଟବ୍ୟ —ବାରୁଦରେ ରୁଖ ମିଶାଇ ସେଥିରେ ନିଆଁ ଲଗାଇଲେ ସେ ରୁଖମାନ ଜଳନ୍ତା ଚମ୍ପା ଫୁଲ ପରି ଝଡ଼ି ପଡ଼େ]
- ୨. ଲୁହା ଆଦି ଗୁଣ୍ଡା ମିଶ୍ରିତ ବାରୁଦରୁ ଝଡ଼ିବା ଜଳନ୍ତା ଚମ୍ପା ଫୁଲ ପରି ଦେଖାଯିବା ଅଗ୍ନି ସ୍ଫୁଲିଙ୍ଗ — ୨. Burning sparks coming out of burning gun powder or fire work which is prepared by mixing metal filings with it.