ରୁଖା
ଦେଖଣା
ରୁଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି(ସଂସ୍କୃତ - ଦୀପରକ୍ଷା ଶବ୍ଦରୁ;ଯାହା ଉପରେ ପ୍ରଦୀପ ସ୍ଥାପିତ ହୁଏ)
[ସମ୍ପାଦନା]ଦୀପାଧାର; ପିଲିସଜ —Lamp-stand.
ଦେଶଜ - ବିଶେଷଣ - (ସଂସ୍କୃତ - ରୁକ୍ଷ)
[ସମ୍ପାଦନା]- ୧. ନୁଖୁରା; ଅସ୍ମିଗ୍ଧ; ତୈଳହୀନ —୧. Unoily.
- ୨. ଶୁଷ୍କ; ନୀରସ —୨. Dry.
- ୩. କର୍କଶ; ଅମସୃଣ — ୩. Unsmooth; coarse.
ଅନୁବାଦ
[ସମ୍ପାଦନା]ରୁଖା
|
- ୪. କଡ଼ା (କଥା) — ୪. Unocouth (words)
- ୫. (ଖାଦ୍ୟ) ଯାହା ତୈଳ ବା ଘୃତ ଚର୍ଚ୍ଚିତ ହୋଇ ନ ଥାଏ —୫. Not smeared or seasoned or saturated with oil or ghee.