ରୁଖା ଭାତ
ଦେଖଣା
ରୁଖା ଭାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୁକ୍ଷ+ଭକ୍ତ)
[ସମ୍ପାଦନା]- ୧. ନୁଖୁରା ଭାତ; ଯେଉଁ ଭାତରେ ଘିଅ ଗୋଳିଆ ହୋଇ ନ ଥାଏ —୧. Rice not anointed with ghee.
[ଦ୍ରଷ୍ଟବ୍ୟ —ସଂସ୍କୃତରେ 'ଘୃତହୀନଂ କୁଭୋଜନ' ପ୍ରବଚନ ଅଛି]
- ୨. ମୋଟା ଭାତ; ବଗଡ଼ା ଅନ୍ନ —୨. Coarse rice; boiled coarse- rice.
- ୩. ତୁଚ୍ଛା ଭାତ; ବ୍ୟଞ୍ଜନବିହୀନ ଅନ୍ନ —୩. Cooked rice not served up with curry.
- ୪. ଶୁଖିଲା ଭାତ; ଶୁଷ୍କ ଅନ୍ନ —୪. Dried rice; boiled rice which has become dry.
[ଦ୍ରଷ୍ଟବ୍ୟ —ଭାତ ସଙ୍ଗେ ଘିଅ ଗୋଳା ନ ହେଲେ ତାହା ଗିଳିବାକୁ କଷ୍ଟ ହୁଏ, ଏଥିପାଇଁ ଘୃ଼ତହୀନ ଭୋଜନକୁ ହିନ୍ଦୁମାନେ କୁଭୋଜନ କହନ୍ତି ସେହିପରି ଭାତ ସଙ୍ଗେ ଡ଼ାଲି ବା ତିଅଣ ନ ଥିଲେ ସେ ଭାତ ଗଳାଧଃକରଣ କରିବାକୁ କର୍କଶ ଲାଗେ]