ରୁଖା ଶୁଖା
ଦେଖଣା
ରୁଖା ଶୁଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସହଚର; ସଂସ୍କୃତ - ରୁକ୍ଷ ଓ ଶୁଷ୍କ)
[ସମ୍ପାଦନା]- ୧. ଘୃତ ଓ ବ୍ୟଞ୍ଜନ୍ୟ ବିହୀନ (ରୁକ୍ଷ) ଏବଂ ଶୁଖିଲା (ଅନ୍ନ) — ୧. (food) Not accompanied with ghee or curry and which has also become dry.
- ୨. ବଗଡ଼ା (ଭାତ) —୨. Coarse (food).
(ଯଥା—ମୁଁ ତ ଧନୀ ନୁହେଁ ଯେ, ମୋ ଘରେ ନିତି ଘୃତାନ୍ନ ବା ପଚପଚିଆ ମାଲ ଖାଇବାକୁ ମିଳିବ ମୋତେ ଯେ ଆଶ୍ରା କରିବ ତାକୁ ଦିନାନ୍ତେ ରୁଖାଶୁଖା ଶାଗଭାତ ମୁଠାଏ ମିଳିବ)
- ୩. ତୈଳାଦି ଚର୍ଚ୍ଚିତ ନ ହେବାରୁ ଶୁଷ୍କ ବା ଦୁର୍ବଳ (ଦେହ) —୩. (boby) Which has become unoiled and coarse
(ଉ— ରୁଖାଶୁଖା) (୧) ଖାଏ ଯେ, ରୁଖାଶୁଖା (୩) ହୁଏ ସେ —ଢ଼ଗ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଘୃତ ଓ ବ୍ୟଞ୍ଜନହୀନ ଖାଦ୍ୟ; ଘୃତହୀନ ଶାକାନ୍ନ —୧. Coarse and simple food; scanty fare.
- ୨. ତୈଳାଭ୍ୟଙ୍ଗ ହୀନ ଓ କ୍ଷୀଣ ବ୍ୟକ୍ତି —୨. An unoiled and slender person.