Jump to content

ରୁଖିଆ

ଉଇକିଅଭିଧାନ‌ରୁ

ରୁଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର କ୍ଷୁଦ୍ର କୀଟ — A kind of small insect.

[ଦ୍ରଷ୍ଟବ୍ୟ — ଛତା ଓ କନା ଆଦିରେ ଏହି ପୋକ ଲାଗି ଛତାରେ ଓ କନାରେ ଛୋଟ ଛୋଟ ଛିଦ୍ର ଫୁଟାଇ ଦିଅନ୍ତି]


ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -

[ସମ୍ପାଦନା]

ଯେ ରାତିରେ ଜଙ୍ଗଲ ସୀମାକୁ ଜଗି ସକାଳେ ଶିକାରୀମାନଙ୍କୁ ବାଘ ଆଦି ଜନ୍ତୁଙ୍କର ଖବର ଦିଅନ୍ତି —Persons who watch the movements of game-animals in the night previous to a beat in a jungle.