ରୁଖିଆ ବସାଇବା
ଦେଖଣା
ରୁଖିଆ ବସାଇବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡଜାତ)କ୍ରିୟାପଦ -
[ସମ୍ପାଦନା]ଜଙ୍ଗଲର ଯେଉଁ ସୀମା ମଧ୍ୟରେ ଥିବା ବନ୍ୟ ଜନ୍ତୁମାନଙ୍କୁ କାଲୁଣିଆମାନଙ୍କଦ୍ୱାରା ଶିକାରୀ ପାଖକୁ ହୁରୁଡାଇ ଆଣିବାର ସ୍ଥିର କରାଯାଏ, ଶିକାର କରିବାର ପୂର୍ବଦିନ ରାତିରେ ସେହି ସୀମାକୁ ଅଳ୍ପ ସଂଖ୍ୟକ ଲୋକଙ୍କଦ୍ୱାରା ଜଗାଇବା — To have an area of a jungle watched by a few persons on the night previous to a beat.
[ଦ୍ରଷ୍ଟବ୍ୟ —ଏହି ରୁଖିଆମାନେ ରାତି ମଧ୍ୟରେ ଏ ସୀମାରେ ବାଘ ଥିବା ବାରି ପାରି ପରଦିନ କାଲୁଣିମାନେ ସେ ସୀମାକୁ ଘେରିବା ପୂର୍ବରୁ ଶିକାରୀକୁ ସେ ସୀମା ମଧ୍ୟରେ ଥିବା ଜନ୍ତୁମାନଙ୍କ ସଂବାଦ ଦିଅନ୍ତି ]