Jump to content

ରୁଗିଣା

ଉଇକିଅଭିଧାନ‌ରୁ

ରୁଗିଣା

ଉଚ୍ଚାରଣ

[ସମ୍ପାଦନା]

[ରୁଗୁ(ଗି)ଣିଆ(ୟା)—ଅନ୍ୟରୂପ]

(ରୁଗୁଣୀ, ରୁଗୁଣେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ରୁଗ୍ଣ)

[ସମ୍ପାଦନା]
୧. ରୋଗୀ; ରୁଗ୍ଣ —୧. Sick; ill; ailing.
୨. ଯେ ସର୍ବଦା ରୋଗାକ୍ରାନ୍ତ଼ ହୋଇଥାଏ; ରୋଗିଣା —୨. One who is always sick; invalid; of delicate constitution.