Jump to content

ରୁଗୁଡି

ଉଇକିଅଭିଧାନ‌ରୁ

ରୁଗୁଡି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ; ସମ୍ୱଲପୁର) ବିଶେଷ୍ୟ -(ସଂସ୍କୃତ - ରୁଗ୍ଣ, ତୁଳ ହିନ୍ଦୀ - ରୋଡୀ)

[ସମ୍ପାଦନା]
୧. କଙ୍କର —୧. Gravel.
୨. ଛୋଟ ପାହାଡ଼ —୨. Small hillock.
୩. (ବାମଣ୍ଡା) ଗୋଡି —୩. Pebble.