Jump to content

ରୁଗୁରୁଗୁ

ଉଇକିଅଭିଧାନ‌ରୁ

ରୁଗୁରୁଗୁ

ଉଚ୍ଚାରଣ

[ସମ୍ପାଦନା]

ଅଲ୍ପଅଲ୍ଲଜଲା ରୁକରୁକ

  • (file)

ଦେଶଜ - ଅ

[ସମ୍ପାଦନା]

ସାମାନ୍ୟ ଜଳାପୋଡା; ମରିଚ ଖାଇଲେ କିମ୍ୱା ଦେହରେ ଈଷତ୍ ବିଷାକ୍ତ ଲେପ ଆଦି ଲଗାଇଲେ ଜିଭ ବା ଦେହ ସାମାନ୍ୟରେ ପୋଡାଜଳା କରିବା ପ୍ରକାରେ — Slightly burning sensation felt in the tongue or body by the application of slightly pungent things (e.g. black pepper) or irritants.

[ଦ୍ରଷ୍ଟବ୍ୟ —'ରଗ୍ ରଗ୍' 'ରୁଗ୍ରୁଗ୍'ଠାରୁ ବେଶି ଜଳାପୋଡ଼ା ସୂଚନା କରେ; ଅତ୍ୟନ୍ତ ଜଳା ପୋଡାକୁ 'ହାଉହାଉ' ପୋଡିବା ବୋଲାଯାଏ ]